All Things Bright and Beautiful

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. meadow

ଘାସରେ ଆଚ୍ଛାଦିତ ଖୋଲା ପଡ଼ିଆ।

english/skills-of-communicative-english/source.pdf · ପୃଷ୍ଠା ୩

୨. rushes

ଜଳକୂଳରେ ବଢ଼ୁଥିବା ଗଛ। କେତେକରୁ ଆସନ ଓ ଝୁଡ଼ି ତିଆରି ହୁଏ।

english/skills-of-communicative-english/source.pdf · ପୃଷ୍ଠା ୩

୩. purple-headed

ଅସ୍ତସୂର୍ଯ୍ୟର ଆଲୋକରେ ପର୍ବତର ଶୀର୍ଷ ବାଇଗଣୀ ଦେଖାଯାଏ।

english/skills-of-communicative-english/source.pdf · ପୃଷ୍ଠା ୩