1 (क). तरुवर और सरवर किस काम आते हैं?
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- ଗଛ ନିଜେ ଫଳ ଖାଏନାହିଁ, ଜଳାଶୟ ନିଜ ପାଣି ପିଏନାହିଁ। କେବଳ ଏହି ପ୍ରକୃତିଚିତ୍ର କହି ଅଟକିଲେ ଚାଲିବ ନାହିଁ, ଏହା ଅନ୍ୟର ପ୍ରୟୋଜନ ପାଇଁ ସଞ୍ଚୟ କରିବାର ଦୃଷ୍ଟାନ୍ତ।
ଉତ୍ତର
तरुवर अपना फल नहीं खाता और सरवर अपना पानी नहीं पीता। इनसे दूसरे प्राणियों का उपकार होता है।