୧. ସଫଳ ଅନୁବାଦକ ପାଇଁ କେଉଁ ଦକ୍ଷତା ପ୍ରୟୋଜନ?
- କେବଳ ମୂଳ ଭାଷା
- ଉଭୟ ଭାଷାର ଦକ୍ଷତା
- କେବଳ ସୁନ୍ଦର ହସ୍ତାକ୍ଷର
- ଏକା ଶବ୍ଦକ୍ରମ ରଖିବା
ଉତ୍ତର ଦେଖନ୍ତୁ
B. ଉଭୟ ଭାଷାର ଦକ୍ଷତା
ଭାବକୁ ବୁଝିବା ଓ ଅନ୍ୟ ଭାଷାରେ ତାହାକୁ ପ୍ରକାଶ କରିବା ଦୁଇଟି କାମ ଅଛି।
ଅନୁବାଦ ପ୍ରକରଣ
B. ଉଭୟ ଭାଷାର ଦକ୍ଷତା
ଭାବକୁ ବୁଝିବା ଓ ଅନ୍ୟ ଭାଷାରେ ତାହାକୁ ପ୍ରକାଶ କରିବା ଦୁଇଟି କାମ ଅଛି।