ଛନ୍ଦ · ୧. ଛନ୍ଦର ଅର୍ଥ କ’ଣ?
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- ନିର୍ଦ୍ଦିଷ୍ଟ ରଚନାଶୈଳୀ ଓ ନିୟମରେ ପଦ୍ୟ ଏକ ଗତି ପାଏ। ପଦ ବିଭାଗ, ପ୍ରତି ପାଦର ଅକ୍ଷର ଓ ଧ୍ୱନିମେଳକୁ ଦେଖି ଛନ୍ଦ ଚିହ୍ନିବାକୁ ହୁଏ। (ପାଠର ପୃ. ୧–୩)
ଉତ୍ତର
ପଦ୍ୟ ବା କବିତା ରଚନାର ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ। ଏହା ପଦ୍ୟପାଠକୁ ଗତି ଦିଏ।