ଚିଲିକାରେ ସାୟନ୍ତନ ଦୃଶ୍ୟ

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ମୀନଜୀବୀ

ମାଛ ଧରି ଜୀବିକା ଚଳାଉଥିବା ଲୋକ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୧

୨. ମାରୁତ

ପବନ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୫

୩. ପ୍ରାଚୀ

ପୂର୍ବଦିଗ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୪. ତରଣୀ

ନୌକା।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୫. ପୋତପାଳ

ନୌକାଚାଳକ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୬. ଭାଲେରି

ଏକ ପର୍ବତ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୭. ମଶାଲ

ନିଆଁହୁଳା।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୮. ମସୃଣ

ଚିକ୍କଣ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୯. ମହୋଲ୍ଲାସେ

ଖୁବ୍ ଆନନ୍ଦରେ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୦. ଜ୍ୟୋତ୍ସ୍ନାପରିପୂତ

ଚନ୍ଦ୍ରକିରଣରେ ଭରିଥିବା।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୧. ବିଚରଣ

ବୁଲିବା।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୨. କ୍ଷୀରୋଦ

କ୍ଷୀର ସମୁଦ୍ର।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୩. ଆୟୁଷ୍ମାନ

ଦୀର୍ଘଜୀବୀ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୪. ଦୁକୂଳ

ପାଟଲୁଗା।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୫. ଉପଳ

ପଥର ଖଣ୍ଡ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୬. ଚନ୍ଦ୍ରଚୂଡ଼

ମହାଦେବ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୭. ବାଗୀଶ୍ୱରୀ

ସରସ୍ୱତୀ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୮. ଲୋକାଳୟ

ଗ୍ରାମ।

odia/sahitya-sindhu/chapter 3/chapter.pdf · ପୃଷ୍ଠା ୪

୧୯. ସାୟନ୍ତନ

ସନ୍ଧ୍ୟାକାଳ।