ଜାଗ ବନ୍ଧନହରା

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ତିମିର

ଅନ୍ଧକାର।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୨

୨. ଅର୍ଗଳ

ଦୁଆର ବନ୍ଦ କରିବାର ବ୍ୟବସ୍ଥା; ଏଠାରେ ବନ୍ଧନ।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୨

୩. ଶୋଣିତ

ରକ୍ତ।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୩

୪. ସ୍ପନ୍ଦନ

କମ୍ପନ।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୩

୫. ତନ୍ଦ୍ରା

ନିଦ୍ରା।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୩

୬. ସ୍ୟନ୍ଦନ

ରଥ।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୩

୭. ଶଙ୍କିତ

ଭୟଭୀତ।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୩

୮. ଜୀର୍ଣ୍ଣ

ଦୁର୍ବଳ।

odia/sahitya-sindhu/chapter 5/chapter.pdf · ପୃଷ୍ଠା ୩

୯. ଲୁପ୍ତ

ଲୋପ ପାଇଥିବା।