‘ଣତ୍ୱ’ ବିଧି, ‘ଷତ୍ୱ’ ବିଧି ଓ ସାଧାରଣ ଅଶୁଦ୍ଧି

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ଣତ୍ୱ

ନ ସ୍ଥାନରେ ନିୟମ ଅନୁସାରେ ଣ ହେବା।

odia/odia-grammar/chapter 2/chapter.pdf · ପୃଷ୍ଠା ୩

୨. ଷତ୍ୱ

ସ ସ୍ଥାନରେ ନିୟମ ଅନୁସାରେ ଷ ହେବା।

odia/odia-grammar/chapter 2/chapter.pdf · ପୃଷ୍ଠା ୪