ରାଘବଙ୍କ ଲଙ୍କା ଯାତ୍ରାନୁକୂଳ

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ଅନୁଜ

ସାନ ଭାଇ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୨

୨. ପିତୃବ୍ୟ

ପିତାଙ୍କ ଭାଇ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୨

୩. ବୁଦ୍‌ବୁଦ

ପାଣିଫୋଟକା।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୪. ବରୁଣ

ଜଳାଧିପତି।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୫. ଦର୍ଭ

କୁଶ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୬. ବୁଧେ

ପଣ୍ଡିତମାନେ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୭. ଚାର

ଦୂତ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୮. ବିଂଶତିକର

ରାବଣ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୯. ବରଗିଲା

ପଠାଇଲା।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୦. ସତ୍ୱର

ଶୀଘ୍ର।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୧. ମନ୍ଦହାସ

ଅଳ୍ପ ହସ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୨. ବିହାୟସେ

ଆକାଶରେ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୩. ପାଞ୍ଚ

ଉପାୟ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୪. ବାଦ ରଚାଇ

କଳହ ସୃଷ୍ଟି କରି।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୫. ଜନିତ

ଜନ୍ମିତ।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୬. ଧୃତ

ଧାରଣ କରି।

odia/sahitya-sindhu/chapter 2/chapter.pdf · ପୃଷ୍ଠା ୩

୧୭. ବିତରଣେ

ପାର ହେବା ପାଇଁ।