ରୂଢ଼ି ଓ ଲୋକବାଣୀ

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ହାତଗଣ୍ଠି ପଡ଼ିବା

ବାହାଘର ହେବା।

odia/odia-grammar/chapter 3/chapter.pdf · ପୃଷ୍ଠା ୧

୨. ମନକୁ ପାଇବା

ପସନ୍ଦ ହେବା।

odia/odia-grammar/chapter 3/chapter.pdf · ପୃଷ୍ଠା ୧

୩. କୂପ ମଣ୍ଡୁକ

ସଂକୁଚିତ ପରିବେଶରେ ବଢ଼ିଥିବା ଲୋକ।

odia/odia-grammar/chapter 3/chapter.pdf · ପୃଷ୍ଠା ୪

୪. ଖତଗଦାରେ ପଦ୍ମ

ପ୍ରତିକୂଳ ପରିବେଶରେ ପ୍ରତିଭାର ସ୍ଫୁରଣ।

odia/odia-grammar/chapter 3/chapter.pdf · ପୃଷ୍ଠା ୪

୫. ଘର ଢିଙ୍କି କୁମ୍ଭୀର

ନିଜ ଲୋକ ଶତ୍ରୁ।

odia/odia-grammar/chapter 3/chapter.pdf · ପୃଷ୍ଠା ୪

୬. ଘୋଷାବଳଦ

କିଛି ନ ବୁଝି ମୁଖସ୍ଥ କରୁଥିବା ଲୋକ।

odia/odia-grammar/chapter 3/chapter.pdf · ପୃଷ୍ଠା ୪

୭. ଘରବୁଡ଼ି ପାଣି ଆଣ୍ଠୁଏ

ବିପଦ ଉପରେ ବିପଦ।

odia/odia-grammar/chapter 3/chapter.pdf · ପୃଷ୍ଠା ୪

୮. ଧରାକୁ ସରା ମଣିବା

ଅତ୍ୟନ୍ତ ଗର୍ବ କରିବା।

odia/odia-grammar/chapter 3/chapter.pdf · ପୃଷ୍ଠା ୧୭

୯. ଧୀର ପାଣି ପଥର କାଟେ

ସ୍ଥିର ଭାବରେ କାମ କଲେ ସଫଳତା ମିଳେ।

odia/odia-grammar/chapter 3/chapter.pdf · ପୃଷ୍ଠା ୧୭

୧୦. ଧୀର କଥାରେ ବଇରି ବଶ

ନମ୍ର ବ୍ୟବହାରରେ ଶତ୍ରୁକୁ ଆପଣାର କରିବା।

odia/odia-grammar/chapter 3/chapter.pdf · ପୃଷ୍ଠା ୧୭

୧୧. ନଦୀ ସୁଅକୁ ବାଲିବନ୍ଧ

ବୃଥା ପରିଶ୍ରମ।