ସଭ୍ୟତା ଓ ବିଜ୍ଞାନ

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ଆତ୍ମସଂଯମ

ନିଜକୁ ନିୟନ୍ତ୍ରଣରେ ରଖିବା।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୨. ଉତ୍କର୍ଷ

ଶ୍ରେଷ୍ଠତା।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୩. ଗୃହସ୍ଥ

ସଂସାରୀ ଲୋକ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୪. ଅଧୁନାତନ

ଆଜିକାଲିର।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୫. ଅକ୍ଳେଶ

ବିନା କଷ୍ଟରେ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୬. ନିଦର୍ଶନ

ଦୃଷ୍ଟାନ୍ତ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୭. ତୁଙ୍ଗଗିରି

ଉଚ୍ଚ ପାହାଡ଼।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୮. ପରିବେଷ୍ଟିତ

ଚାରିପଟୁ ଘେରା।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୯. ଅନୁଗାମୀ

ପଛେ ପଛେ ଯାଉଥିବା ବ୍ୟକ୍ତି।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୦. ଅପସାରିତ

ଦୂର କରାଯାଇଥିବା।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୧. ଉଦ୍‌ଯୋଗ

ଉଦ୍ୟମ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୨. ଦୁରୂହ

କଷ୍ଟସାଧ୍ୟ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୩. ଆହରଣ

ସଂଗ୍ରହ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୪. ଦ୍ୱେଷ

ହିଂସାଯୁକ୍ତ ବିରାଗ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୫. ସଂଶ୍ଳିଷ୍ଟ

ଜଡ଼ିତ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୬. ଅଲୌକିକ

ଅସାମାନ୍ୟ।

odia/sahitya-sindhu/chapter 8/chapter.pdf · ପୃଷ୍ଠା ୭

୧୭. ପ୍ରବହମାନ

ବହି ଚାଲିଥିବା।