ସର୍ବଂସହା ମାଟି

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ସର୍ବଂସହା

ଯିଏ ସବୁ ସହେ।

odia/sahitya-sindhu/chapter 6/chapter.pdf · ପୃଷ୍ଠା ୧

୨. ତୃପତି

ତୃପ୍ତି ବା ସନ୍ତୋଷ।

odia/sahitya-sindhu/chapter 6/chapter.pdf · ପୃଷ୍ଠା ୧

୩. ରୋଷ

ରାଗ।

odia/sahitya-sindhu/chapter 6/chapter.pdf · ପୃଷ୍ଠା ୩

୪. ଦଡ଼ମଡ଼ି

ଜଞ୍ଜାଳ।

odia/sahitya-sindhu/chapter 6/chapter.pdf · ପୃଷ୍ଠା ୩

୫. କ୍ଷମିଅଛୁ

କ୍ଷମା କରିଛୁ।

odia/sahitya-sindhu/chapter 6/chapter.pdf · ପୃଷ୍ଠା ୩

୬. ସରବ ସହଣୀ

ସବୁ ସହିବାରେ ନିପୁଣା।