୧. ଅରଣ୍ୟ ସମ୍ପଦ ଉପରେ ବିବରଣୀର ଏକ ଖସଡ଼ା ଲେଖ।
ଉତ୍ତର ଦେଖନ୍ତୁ
ଅରଣ୍ୟରେ ମିଳୁଥିବା ବୃକ୍ଷଲତା ଓ ଅନ୍ୟ ସମ୍ପଦର ପରିଚୟ ଦିଅ। ଖାଦ୍ୟ ଓ ଆଶ୍ରୟ ସହ ସେମାନଙ୍କ ସମ୍ପର୍କ ଦେଖାଅ।
ଶେଷରେ ଗଛ ଲଗାଇବା ଓ ନିଆଁରୁ ଜଙ୍ଗଲ ରକ୍ଷା କରିବାର ଆବଶ୍ୟକତା ଲେଖ।
ତଥ୍ୟଭିତ୍ତିକ ବିବରଣୀ