୧. ଦଶ ପ୍ରତିଶତ ନିୟମ
ଗୋଟିଏ ପୋଷକସ୍ତରରେ ଥିବା ଶକ୍ତିର ପ୍ରାୟ ୧୦% ପରବର୍ତ୍ତୀ ପୋଷକସ୍ତରକୁ ଯାଏ। ଉତ୍ପାଦକଠାରେ ୧୦୦ କ୍ୟାଲୋରି ଥିଲେ ତୃଣଭୋଜୀଠାରେ ୧୦, ପ୍ରଥମ ମାଂସାଶୀଠାରେ ୧ ଓ ପରବର୍ତ୍ତୀ ମାଂସାଶୀଠାରେ ୦.୧ କ୍ୟାଲୋରି ଶକ୍ତି ମିଳେ।
science/life-science/source.pdf · ପୃଷ୍ଠା ୧୪୦ଆମ ପରିବେଶ
ଗୋଟିଏ ପୋଷକସ୍ତରରେ ଥିବା ଶକ୍ତିର ପ୍ରାୟ ୧୦% ପରବର୍ତ୍ତୀ ପୋଷକସ୍ତରକୁ ଯାଏ। ଉତ୍ପାଦକଠାରେ ୧୦୦ କ୍ୟାଲୋରି ଥିଲେ ତୃଣଭୋଜୀଠାରେ ୧୦, ପ୍ରଥମ ମାଂସାଶୀଠାରେ ୧ ଓ ପରବର୍ତ୍ତୀ ମାଂସାଶୀଠାରେ ୦.୧ କ୍ୟାଲୋରି ଶକ୍ତି ମିଳେ।
science/life-science/source.pdf · ପୃଷ୍ଠା ୧୪୦