୧. Al₂O₃ ଓ ZnOର ସାଧାରଣ ରାସାୟନିକ ଧର୍ମ କ’ଣ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୫, ଭାଗ ୧, ପ୍ରଶ୍ନ ୧୬ (୧ ନମ୍ବର)
- କେବଳ ଜଳ ସହ ପ୍ରତିକ୍ରିୟା
- କେବଳ ଅମ୍ଳ ସହ ପ୍ରତିକ୍ରିୟା
- କେବଳ କ୍ଷାରକ ସହ ପ୍ରତିକ୍ରିୟା
- ଅମ୍ଳ ଓ କ୍ଷାରକ ଉଭୟ ସହ ପ୍ରତିକ୍ରିୟା
ଉତ୍ତର ଦେଖନ୍ତୁ
D. ଅମ୍ଳ ଓ କ୍ଷାରକ ଉଭୟ ସହ ପ୍ରତିକ୍ରିୟା
ଦୁଇଟି ଯାକ ଏମ୍ଫୋଟେରିକ୍ ଅକ୍ସାଇଡ୍।