୧. ରଦି କାଗଜକୁ କଞ୍ଚାମାଲ କରି ନୂଆ କାଗଜ ପ୍ରସ୍ତୁତ କରିବା କେଉଁ କୌଶଳ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୩୫ (୧ ନମ୍ବର)
- ପ୍ରତ୍ୟାଖ୍ୟାନ
- ପୁନଃଉପଯୋଗ
- ସମ୍ବରଣ
- ପୁନଶ୍ଚକ୍ରଣ
ଉତ୍ତର ଦେଖନ୍ତୁ
D. ପୁନଶ୍ଚକ୍ରଣ
ବର୍ଜ୍ୟକୁ କଞ୍ଚାମାଲ ଭାବେ ପ୍ରକ୍ରିୟାକରଣ କରି ନୂଆ ପଦାର୍ଥ ତିଆରି କଲେ ପୁନଶ୍ଚକ୍ରଣ ହୁଏ।