୧. ପତ୍ରରୁ ଜଳ ହ୍ରାସ ମୂଳରୁ ଜଳ ପରିବହନ ସହ କିପରି ସମ୍ପୃକ୍ତ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୨, ଭାଗ ୨, ପ୍ରଶ୍ନ ୫ (କ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୪, ଭାଗ ୨, ପ୍ରଶ୍ନ ୫ (ଗ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୫, ଭାଗ ୨, ପ୍ରଶ୍ନ ୫ (ଖ) · ବିକଳ୍ପ ୧ (୩ ନମ୍ବର)
ଉତ୍ତର ଦେଖନ୍ତୁ
ପତ୍ରରୁ ଉତ୍ସ୍ୱେଦନ ହେଲେ ପତ୍ରରେ ଜଳର ଅଭାବ ହୁଏ। ଜାଇଲେମ୍ର ଅବିଚ୍ଛିନ୍ନ ଜଳସ୍ତମ୍ଭ ଉପରେ ଟାଣ ପଡ଼େ।
ଏହି ଟାଣ ମୂଳରୁ ଜଳକୁ ଉପରକୁ ଆଣିବାରେ ସାହାଯ୍ୟ କରେ।