୧. ଖରିଫ୍ ଓ ରବି ମଧ୍ୟରେ ସମୟ ଓ ଫସଲ ଦୃଷ୍ଟିରୁ ପାର୍ଥକ୍ୟ କ’ଣ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୨, ପ୍ରଶ୍ନ ୪ (ଖ) · ବିକଳ୍ପ ୧ (୪ ନମ୍ବର) / ସେଟ୍ ୩, ଭାଗ ୨, ପ୍ରଶ୍ନ ୪ (କ) (୪ ନମ୍ବର)
ଉତ୍ତର ଦେଖନ୍ତୁ
ଖରିଫ୍ ଜୁନ୍–ଜୁଲାଇରୁ ଅକ୍ଟୋବର–ନଭେମ୍ବର ପର୍ଯ୍ୟନ୍ତ ଚାଲେ। ଧାନ ଓ ଝୋଟ ଏହି ଋତୁର ଫସଲ।
ରବି ଅକ୍ଟୋବର–ନଭେମ୍ବରରୁ ମାର୍ଚ୍ଚ–ଏପ୍ରିଲ ପର୍ଯ୍ୟନ୍ତ ଚାଲେ। ଏଥିରେ ଗହମ ଓ ସୋରିଷ ଚାଷ ହୁଏ।