୧. ଜାତୀୟ ଆୟ ବଢ଼ିଲେ ବିକାଶ ବୁଝିବା ପାଇଁ ଆଉ କ’ଣ ଦେଖିବା ଦରକାର?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୨, ପ୍ରଶ୍ନ ୫ (ଗ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୨, ଭାଗ ୨, ପ୍ରଶ୍ନ ୫ (ଗ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୫, ଭାଗ ୨, ପ୍ରଶ୍ନ ୫ (ଗ) (୩ ନମ୍ବର)
ଉତ୍ତର ଦେଖନ୍ତୁ
ଜନସଂଖ୍ୟା ସହ ଆୟକୁ ମେଳାଇ ମୁଣ୍ଡପିଛା ଆୟ ଦେଖିବା ଆବଶ୍ୟକ। ଲୋକଙ୍କ ଜୀବନଯାପନର ମାନ, ସାମାଜିକ ସ୍ଥିତି ଓ ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇଛି କି ତାହା ମଧ୍ୟ ବିଚାର କରିବାକୁ ହୁଏ।