୧. ପାରମ୍ପରିକ ଉତ୍ସର ଠିକ୍ ଯୋଡ଼ି କେଉଁଟି?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୩୯ (୧ ନମ୍ବର)
- ପବନ ଓ ଜୁଆର
- କୋଇଲା ଓ ପେଟ୍ରୋଲିୟମ୍
- ସୂର୍ଯ୍ୟକିରଣ ଓ ପବନ
- ଜୁଆର ଓ ଭୂ-ତାପ
ଉତ୍ତର ଦେଖନ୍ତୁ
B. କୋଇଲା ଓ ପେଟ୍ରୋଲିୟମ୍
କୋଇଲା ଓ ପେଟ୍ରୋଲିୟମ୍ ଉଭୟକୁ ପାରମ୍ପରିକ ଉତ୍ସରେ ସ୍ଥାନ ଦିଆଯାଇଛି।