୧. ଗାଁରେ ଜାଳେଣି ବାଛିବାବେଳେ ଜଙ୍ଗଲ ଓ କୃଷି ଉପରେ ପଡ଼ୁଥିବା ପ୍ରଭାବ ବୁଝାଅ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୨, ପ୍ରଶ୍ନ ୫ (କ) · ବିକଳ୍ପ ୧ (୩ ନମ୍ବର) / ସେଟ୍ ୩, ଭାଗ ୨, ପ୍ରଶ୍ନ ୫ (ଖ) (୩ ନମ୍ବର) / ସେଟ୍ ୪, ଭାଗ ୨, ପ୍ରଶ୍ନ ୫ (ଖ) · ବିକଳ୍ପ ୧ (୩ ନମ୍ବର)
ଉତ୍ତର ଦେଖନ୍ତୁ
ଜାଳେଣି ପାଇଁ ଅଧିକ କାଠ କଟାହେଲେ ଜଙ୍ଗଲ କମେ। ଗୋବର ଘସି ଜାଳିଲେ ଜମିକୁ ମିଳୁଥିବା ଜୈବସାର କମେ।
ତେଣୁ ଜାଳେଣି ବ୍ୟବହାର ସହ ଅରଣ୍ୟ ଓ କୃଷି ଦୁଇଟିର ସମ୍ବନ୍ଧ ରହିଛି।