୧. ମିଳନ ପତ୍ର ପ୍ରସ୍ତୁତିରେ ପଟେଲଙ୍କ ସହ କିଏ ଥିଲେ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୮ (୧ ନମ୍ବର)
- ହରେକୃଷ୍ଣ ମହତାବ
- ଭି. ପି. ମେନନ
- ଲିଆକତ୍ ଅଲ୍ଲୀ ଖାଁ
- କୃଷ୍ଣଚନ୍ଦ୍ର ଗଜପତି
ଉତ୍ତର ଦେଖନ୍ତୁ
B. ଭି. ପି. ମେନନ
ଦେଶୀୟ ରାଜ୍ୟର ମିଶ୍ରଣ ସର୍ତ୍ତ ସମ୍ପର୍କରେ ପଟେଲ ଓ ମେନନ ମିଳନ ପତ୍ର ତିଆରି କଲେ।